ମୁଖରେଖା
ଛାତ୍ରଛାତ୍ରୀ
ଅନ୍ୟମାନେ
ଓଡ଼ିଆ ଫଣ୍ଟ୍ ସଂଖ୍ୟା (Unicode)
Design ଓଡ଼ିଆ ଫଣ୍ଟ୍
କି-ବୋର୍ଡ୍ ବିଧାନ
ଫୋନେଟିକ୍‌
ଫୋନେଟିକ୍‌
ବର୍ଣ୍ଣ ପରୀକ୍ଷକ
ଗ୍ରାହକ ସେବା
ଇ-ମେଲ୍ ଓ ଫୋନ୍
ଇ-ମେଲ୍ ଓ ଫୋନ୍
ନିଃଶୁଳ୍କ ସମ୍ବର୍ଧନ
୬ ମାସ
୬ ମାସ
ପୁନଃ ଲାଇସେନ୍‌ସ୍ ସକ୍ରିୟକରଣ
(Reactivation)
₨ ୫୦୦
₨ ୫୦୦
ମୂଲ୍ୟ (ପ୍ରତିଷ୍ଠାପନ ପ୍ରତି)
₨ ୨,୨୫୦
₨ ୩,୫୦୦

ବି.ଦ୍ର. : ବିଦ୍ୟାଳୟ ଛାତ୍ରଛାତ୍ରୀ ରିହାତି ମୂଲ୍ୟରେ ପାଇବା ପାଇଁ ଛାତ୍ର ପରିଚୟ ପତ୍ର କିମ୍ବା ଶିକ୍ଷାନୁଷ୍ଠାନରୁ ଛାତ୍ର ଥିବାର ପ୍ରମାଣ ପତ୍ର ଯୋଗାଇବା ଆବଶ୍ୟକ।

ଅପ୍ରାନ୍ତ ଓଡ଼ିଆପ୍ୟାଡ଼୍ କରିବା ପାଇଁ ଆପଣଙ୍କୁ ଆମ ସଂସ୍ଥାର ବ୍ୟାଙ୍କ୍‌ ଖାତାରେ ନିର୍ଦ୍ଧାରିତ ମୁତାବକ କ୍ରୟ ମୂଲ୍ୟ ଜମା କରିବାକୁ ପଡ଼ିବ। ଏହା ବ୍ୟତୀତ ଆପଣ ନିର୍ଦ୍ଧାରିତ କ୍ରୟମୂଲ୍ୟକୁ ଅନ୍‌ଲାଇନ୍‌ ବା ମୋବାଇଲ୍‌ ଆପ୍‌ସ ମାଧ୍ୟମରେ ମଧ୍ୟ ଜମା କରିପାରିବେ। ଏହି ବିଷୟରେ ଜାଣିବା ପାଇଁ ଆପଣ- ୮୭୬୩୨-୫୪୫୫୭ /୯୪୩୭୨-୦୨୯୩୧ ମୋବାଇଲ୍‌ ନଂ ବା [email protected] କୁ ଇମେଲ୍‌ ପଠାଇପାରିବେ।
ଯଦି ଠିକ୍‌ଭାବେ ବ୍ୟବହାର କରାଯାଏ ତେବେ ବର୍ଷ ବର୍ଷ ଧରି ଅପ୍ରାନ୍ତ ଓଡ଼ିଆପ୍ୟାଡ଼୍ ବ୍ୟବହାର ହୋଇପାରିବ। କିନ୍ତୁ ଏଥିପାଇଁ ଆପଣଙ୍କୁ କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ ଯଥା : ହାର୍ଡଡିସ୍କ ଫର୍‌ମାଟିଂ ସମୟରେ ଅପ୍ରାନ୍ତ ଓଡ଼ିଆର ସଫଳ ଅପ୍ରତିଷ୍ଠାପନ ଆଦି।