ମୁଖରେଖା
ପ୍ରାରମ୍ଭ
ବିଦ୍ୟାର୍ଥୀ
ବ୍ୟବସାୟ
ଓଡ଼ିଆ ଫଣ୍ଟ୍ ସଂଖ୍ୟା (Unicode)
ପୂରାତନ ଲେଖିବା ଶୈଳୀ
Design ଓଡ଼ିଆ ଫଣ୍ଟ୍
କି-ବୋର୍ଡ୍ ବିଧାନ
ଫୋନେଟିକ୍‌, ଇନ୍‌ସ୍କ୍ରିପ୍ଟ ଓ ମଡ୍ୟୁଲାର୍‌
ଫୋନେଟିକ୍‌
ଫୋନେଟିକ୍‌, ଇନ୍‌ସ୍କ୍ରିପ୍ଟ ଓ ମଡ୍ୟୁଲାର୍‌
ଅକ୍ଷରାନ୍ତର
(ସଂସ୍କୃତ-ଓଡ଼ିଆ, ଓଡ଼ିଆ - ଇଂରାଜୀ, ଓଡ଼ିଆ - ହିନ୍ଦୀ)
ବର୍ଣ୍ଣ ପରୀକ୍ଷକ(MS Word Plugin)
ଅତସୀ ଓଡ଼ିଆ ଶବ୍ଦମାଳା
କାର୍ଯ୍ୟକ୍ଷମ - Adobe InDesign ( CS6 and CC ), Photoshop (CC) & Illustrator (CC)
ଗ୍ରାହକ ସେବା
ଇ-ମେଲ୍ ଓ ଫୋନ୍
ଇ-ମେଲ୍ ଓ ଫୋନ୍
ଇ-ମେଲ୍ ଓ ଫୋନ୍
ନିଃଶୁଳ୍କ ସମ୍ବର୍ଧନ
୬ ମାସ
୬ ମାସ
୧୨ ମାସ
ପୁନଃ ଲାଇସେନ୍‌ସ୍ ସକ୍ରିୟକରଣ
(Reactivation)
₨ ୫୦୦
₨ ୫୦୦
₨ ୧,୫୦୦
ମୂଲ୍ୟ (ପ୍ରତିଷ୍ଠାପନ ପ୍ରତି)
₨ ୩,୮୦୦
₨ ୩,୦୦୦
₨ ୭,୫୦୦

ବି.ଦ୍ର. : ଅପ୍ରାନ୍ତ ଓଡ଼ିଆ ବିଦ୍ୟାର୍ଥୀ ସଂସ୍କରଣର କ୍ରୟ ପାଇଁ ଛାତ୍ର ପରିଚୟ ପତ୍ର କିମ୍ବା ଶିକ୍ଷାନୁଷ୍ଠାନରୁ ଛାତ୍ର ଥିବାର ପ୍ରମାଣ ପତ୍ର ଆବଶ୍ୟକ।

କେତୋଟି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଯତ୍ନବାନ ହେଲେ ଅପ୍ରାନ୍ତ ଓଡ଼ିଆ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରିବ। ବିଶେଷ କରି ହାର୍ଡଡିସ୍କ ଫର୍‌ମାଟିଂ ବା ମଦର ବୋର୍ଡ ବଦଳାଇବା ପୂର୍ବରୁ ଅପ୍ରାନ୍ତ ଓଡ଼ିଆ ଲାଇସେନ୍‌ସ୍‌କୁ ସଫଳତାର ସହିତ ନିଷ୍କ୍ରିୟକରଣ(License Deactivation) କରିବା ଜରୁରୀ। ଏହାପରେ ଆପଣ ନିଜେ ବିନା କୌଣସି ସମସ୍ୟାରେ ପୁନଃ ସକ୍ରିୟକରଣ(Re-activation) କରିପାରିବେ। ଏ ସମ୍ବନ୍ଧରେ ଆପଣ ଆମ ୱେବସାଇଟ୍‌ରେ ପ୍ରଦତ୍ତ ପ୍ରଶିକ୍ଷଣ ଭିଡିଓ ଦେଖନ୍ତୁ।

କିନ୍ତୁ କୌଣସି କାରଣରୁ ଯଥା: ହାର୍ଡ ଡିସ୍କ ଫର୍ମାଟିଙ୍ଗ୍, ହାର୍ଡ ଡିସ୍କ ଖରାପ ହୋଇଯିବା କିମ୍ବା ମଦରବୋର୍ଡ ଖରାପ ହୋଇଯିବା ଭଳି ସ୍ଥିତି ସୃଷ୍ଟିହେଲେ, ଅପ୍ରାନ୍ତ ଓଡ଼ିଆ ଲାଇସେନ୍‌ସ୍‌ର ସଫଳନିଷ୍କ୍ରିୟକରଣ ସମ୍ଭବ ନୁହେଁ। ଏହିଭଳି ସ୍ଥିତିରେ ପୁନଃ ଲାଇସେନ୍‌ସ୍ ସକ୍ରିୟକରଣ ପାଇଁ ଆପଣଙ୍କୁ ଧାର୍ଯ୍ୟ ମୂଲ୍ୟର ଦେୟ ଦେବାକୁ ପଡ଼ିବ ଓ ଆପଣଙ୍କୁ ଦିଆଯାଇଥିବା ଲାଇସେନ୍‌ସ୍ ଆଇଡି ସମ୍ପର୍କରେ ଆମକୁ ସୂଚନା ଦେବାକୁ ପଡ଼ିବ। ଏହାପରେ ଅପ୍ରାନ୍ତ ଓଡ଼ିଆର ପୁନଃ ସକ୍ରିୟକରଣ ହୋଇପାରିବ। ଅପ୍ରାନ୍ତ ପ୍ରାରମ୍ଭ ଓ ବିଦ୍ୟାର୍ଥୀ ସଂସ୍କରଣ ସଫୱେର୍‌ ପାଇଁ ପ୍ରତି ଲାଇସେନ୍‌ସ୍ ନିମନ୍ତେ ୫୦୦ଟଙ୍କା ଲେଖା ପୁନଃ ସକ୍ରିୟକରଣ ଦେୟ ଲାଗୁହେବ। ଅପ୍ରାନ୍ତ ଓଡ଼ିଆ ବ୍ୟବସାୟ ସପ୍ଟୱେର ପାଇଁ ପ୍ରତି ଲାଇସେନ୍‌ସ୍ ନିମନ୍ତେ ୧୫୦୦ଟଙ୍କା ଲେଖା ଏବଂ ଅପ୍ରାନ୍ତ ତ୍ରିଭାଷା ସଫ୍ଟୱେର୍‌ ପାଇଁ ପ୍ରତି ଲାଇସେନ୍‌ସ୍ ନିମନ୍ତେ ପ୍ରତିଥର ପାଇଁ ୨୦୦୦ଟଙ୍କା ଲେଖା ପୁନଃ ସକ୍ରିୟକରଣ ଦେୟ ଦେବାକୁ ପଡ଼ିବ।

ଅପ୍ରାନ୍ତ ସଫ୍ଟ୍‌ୱେର୍ କ୍ରୟ କରିବା ପାଇଁ ଆପଣ ଆମର ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌, ପାନପୋଷ ରୋଡ୍‌, ରାଉରକେଲା ଶାଖାର ଚାଲୁ ଖାତା ନଂ - ୦୩୬୨-୨୫୬୦-୦୦୨-୧୫୩ ଓ ଆଇଏଫ୍‌ଏସ୍‌ସି ସଂଖ୍ୟା-HDFC0000362 ରେ ନିର୍ଦ୍ଧାରିତ ଦେୟ ମୂଲ୍ୟ ଜମା କରିପାରିବେ।
ଯଦି ଠିକ୍‌ଭାବେ ବ୍ୟବହାର କରାଯାଏ ତେବେ ବର୍ଷ ବର୍ଷ ଧରି ଅପ୍ରାନ୍ତ ଓଡ଼ିଆ ବ୍ୟବହାର ହୋଇପାରିବ। କିନ୍ତୁ ଏଥିପାଇଁ ଆପଣଙ୍କୁ କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ ଯଥା : ହାର୍ଡଡିସ୍କ ଫର୍‌ମାଟିଂ ସମୟରେ ଅପ୍ରାନ୍ତ ଓଡ଼ିଆର ସଫଳ ଅପ୍ରତିଷ୍ଠାପନ ଆଦି।