(ସଂସ୍କୃତ-ଓଡ଼ିଆ, ଓଡ଼ିଆ - ଇଂରାଜୀ, ଓଡ଼ିଆ - ହିନ୍ଦୀ)
(Reactivation)
ବି.ଦ୍ର. : ଅପ୍ରାନ୍ତ ଓଡ଼ିଆ ବିଦ୍ୟାର୍ଥୀ ସଂସ୍କରଣର କ୍ରୟ ପାଇଁ ଛାତ୍ର ପରିଚୟ ପତ୍ର କିମ୍ବା ଶିକ୍ଷାନୁଷ୍ଠାନରୁ ଛାତ୍ର ଥିବାର ପ୍ରମାଣ ପତ୍ର ଆବଶ୍ୟକ।
କିନ୍ତୁ କୌଣସି କାରଣରୁ ଯଥା: ହାର୍ଡ ଡିସ୍କ ଫର୍ମାଟିଙ୍ଗ୍, ହାର୍ଡ ଡିସ୍କ ଖରାପ ହୋଇଯିବା କିମ୍ବା ମଦରବୋର୍ଡ ଖରାପ ହୋଇଯିବା ଭଳି ସ୍ଥିତି ସୃଷ୍ଟିହେଲେ, ଅପ୍ରାନ୍ତ ଓଡ଼ିଆ ଲାଇସେନ୍ସ୍ର ସଫଳନିଷ୍କ୍ରିୟକରଣ ସମ୍ଭବ ନୁହେଁ। ଏହିଭଳି ସ୍ଥିତିରେ ପୁନଃ ଲାଇସେନ୍ସ୍ ସକ୍ରିୟକରଣ ପାଇଁ ଆପଣଙ୍କୁ ଧାର୍ଯ୍ୟ ମୂଲ୍ୟର ଦେୟ ଦେବାକୁ ପଡ଼ିବ ଓ ଆପଣଙ୍କୁ ଦିଆଯାଇଥିବା ଲାଇସେନ୍ସ୍ ଆଇଡି ସମ୍ପର୍କରେ ଆମକୁ ସୂଚନା ଦେବାକୁ ପଡ଼ିବ। ଏହାପରେ ଅପ୍ରାନ୍ତ ଓଡ଼ିଆର ପୁନଃ ସକ୍ରିୟକରଣ ହୋଇପାରିବ। ଅପ୍ରାନ୍ତ ପ୍ରାରମ୍ଭ ଓ ବିଦ୍ୟାର୍ଥୀ ସଂସ୍କରଣ ସଫୱେର୍ ପାଇଁ ପ୍ରତି ଲାଇସେନ୍ସ୍ ନିମନ୍ତେ ୫୦୦ଟଙ୍କା ଲେଖା ପୁନଃ ସକ୍ରିୟକରଣ ଦେୟ ଲାଗୁହେବ। ଅପ୍ରାନ୍ତ ଓଡ଼ିଆ ବ୍ୟବସାୟ ସପ୍ଟୱେର ପାଇଁ ପ୍ରତି ଲାଇସେନ୍ସ୍ ନିମନ୍ତେ ୧୫୦୦ଟଙ୍କା ଲେଖା ଏବଂ ଅପ୍ରାନ୍ତ ତ୍ରିଭାଷା ସଫ୍ଟୱେର୍ ପାଇଁ ପ୍ରତି ଲାଇସେନ୍ସ୍ ନିମନ୍ତେ ପ୍ରତିଥର ପାଇଁ ୨୦୦୦ଟଙ୍କା ଲେଖା ପୁନଃ ସକ୍ରିୟକରଣ ଦେୟ ଦେବାକୁ ପଡ଼ିବ।