ଅତସୀ ଓଡ଼ିଆ ଶବ୍ଦମାଳା
- ଲକ୍ଷାଧିକ ଓଡ଼ିଆ ଶବ୍ଦର ସମ୍ଭାର (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ୟାନ୍ୟ ଉତ୍ସରୁ)
- ଓଡ଼ିଆ ଶବ୍ଦଟିଏ ଖୁବ୍ଶୀଘ୍ର ଓ ସହଜରେ ଖୋଜି ପାଇବାର ବ୍ୟବସ୍ଥା
- ଶବ୍ଦାର୍ଥ ସହ ଏହାର ଉତ୍ପତ୍ତି ଓ ବ୍ୟବହାର ସମ୍ପର୍କିତ ସବିଶେଷ ସୂଚନା
- ବିପରୀତ ଶବ୍ଦ, ସମୋଚ୍ଚାରିତ ଶବ୍ଦ, ପ୍ରତି ଶବ୍ଦ, ରୂଢ଼ି ପ୍ରୟୋଗ ଇତ୍ୟାଦି - ସ୍ୱତନ୍ତ୍ର ବ୍ୟବସ୍ଥା
- ଓଡ଼ିଆ ଭାଷା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଶେଷ ଉପଯୋଗୀ
-: ପ୍ରଶିକ୍ଷଣ ଭିଡ଼ିଓ :-
ବିଭିନ୍ନ କମ୍ପ୍ୟୁଟର୍ ପ୍ରୟୋଗରେ କିପରି ଓଡ଼ିଆରେ ଲେଖିବେ
ଲକ୍ଷାଧିକ ଓଡ଼ିଆ ଶବ୍ଦର ସମ୍ଭାର
-: ପ୍ରାପ୍ତ ପ୍ରସଂଶା ପତ୍ର :-
“ମୋ ଭଳି ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ଅପ୍ରାନ୍ତ ଓଡ଼ିଆ ସାହାଯ୍ୟରେ କମ୍ପ୍ୟୁଟର୍ରେ ଓଡ଼ିଆ ଲେଖିବା ବେଶ୍ ସୁବିଧା ହେଉଛି। ବିଶେଷ କରି ଏଥିରେ ଥିବା ଫୋନେଟିକ୍ କି-ବୋର୍ଡ ମାଧ୍ୟମରେ ସହଜରେ ..”
“ବିଭିନ୍ନ ଓଡ଼ିଆ ସଫ୍ଟ୍ୱେର୍ ମାଧ୍ୟମରେ ଲେଖିଲେ ମଧ୍ୟ କୌଣସି ପ୍ରକାରେ ସମସ୍ୟା ଘଟୁଛି, କିନ୍ତୁ ଓଡ଼ିଆ ଭାଷାରେ ଅପ୍ରାନ୍ତ ଓଡ଼ିଆ କମ୍ପୁଟର ଲିଖନ ପ୍ରଣାଳୀର ବ୍ୟବହାରରେ ସହଜତା ଓ ବ୍ୟବହାରିକ ବହୁତ ସୁବିଧାଜନକ ଲାଭ ହେଉଛି ।”
"ମୁଁ ଇଣ୍ଟରନେଟ୍ ବାବଦରେ ଜାଣିବାବେଳକୁ ବିଭିନ୍ନ ୱେବ୍ସାଇଟ୍ରେ ଓଡ଼ିଆ ଅକ୍ଷର ଦେଖିବାକୁ ପାଉ ନଥିଲି। ବେଳେବେଳେ କେଉଁଠି ଓଡ଼ିଆ ଅକ୍ଷର ଦେଖିବାକୁ ମିଳୁଥିଲେହେଁ ତାହା ପିଡିଏଫ୍ ଭର୍ସନରେ ଥାଏ। ଯଦିଓ .."